ସାରଥୀଙ୍କ ସଂପତିର ବ୍ୟାଜାପ୍ତି ପାଇଁ ଆରମ୍ଭ ହେଲା ପ୍ରକ୍ରିୟା :୧୧ କୋଟି ୪୦ ଲକ୍ଷ ଟଙ୍କାର ସଂପତି ଆଟାଚ୍ ପାଇଁ ଇଡି ଲେଖିଲା ଚିଠି

Advertisment
ସାରଥୀଙ୍କ ସଂପତିର ବ୍ୟାଜାପ୍ତି ପାଇଁ ଆରମ୍ଭ ହେଲା ପ୍ରକ୍ରିୟା :୧୧ କୋଟି ୪୦ ଲକ୍ଷ ଟଙ୍କାର ସଂପତି ଆଟାଚ୍ ପାଇଁ ଇଡି ଲେଖିଲା ଚିଠି

କନକ ବ୍ୟୁରୋ : ଫକିର ହେବେ ଧନୀ ବାବା । ବିବାଦୀୟ ସାରଥୀଙ୍କ ସଂପତି ଆଟାଚ୍ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ମୋଟ ୧୧ କୋଟି ୪୦ ଲକ୍ଷ ଟଙ୍କାର ସଂପତି ଆଟାଚ୍ କରିବାକୁ ଚିଠି ଲେଖିଛି ଇଡି । ଏହି ସଂପତି ତାଲିକାରେ ବାରିମୂଳ ଆଶ୍ରମର ଜମି, ଘର ଓ ମନ୍ଦିର । ଏହା ସହ ଭୁବନେଶ୍ୱରରେ ଥିବା ୨ଟି ଘର ମଧ୍ୟ ଆଟାଚ୍ ହୋଇଛି । ଅନ୍ୟପଟେ ବ୍ୟାଙ୍କରେ ଥିବା ୨ କୋଟି ୪୦ ଲକ୍ଷ ଟଙ୍କା ମଧ୍ୟ ଇଡି ଆଟାଚ୍ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe