ଫିଲ୍ମି ଫ୍ରାଇଡେରେ ଆଜି ବଡ଼ ପରଦାକୁ ଆସୁଛି ବହୁ ଚର୍ଚ୍ଚିତ ବଲିଉଡ୍ ସିନେମା ସରବଜିତ୍ । ଭୁଲ ବଶତଃ ପାକିସ୍ତାନ ଚାଲିଯାଇଥିବା ଜଣେ ଭାରତୀୟ ଯୁବକର ସତ୍ୟ କାହାଣୀ ଉପରେ ପର୍ଯ୍ୟବେଶିତ ହୋଇଛି ଏହି ଫିଲ୍ମ । ପାକିସ୍ତାନ ଜେଲରେ ଦୀର୍ଘ ୨୩ ବର୍ଷ ମିଛ ମାମଲାରେ ସଜା କାଟିବା ପରେ ଶେଷରେ ପ୍ରାଣ ହରାଇଛି ସରବଜିତ୍ । ସରବଜିତ୍ ସିଂହ ସତ୍ୟ କାହାଣୀକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ରନଦୀପ ହୁଡ୍ଡା । ଫିଲ୍ମ ଆସିବା ପୂର୍ବରୁ ଗୀତ ଗୁଡ଼ିକ ବହୁ ଲୋକପ୍ରିୟ ହୋଇସାରିଛି ।
ସିଲଭର୍ ସ୍କ୍ରିନରେ ସରବଜିତ୍
/kanak/media/post_attachments/wp-content/uploads/2016/04/sarbjit-movie-poster.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)