ଶାଢିକୁ ନେଇ ଚର୍ଚ୍ଚାରେ ସାରା ଖାନ୍: ଶାଢିରେ ବିଗ୍ ବି’ଙ୍କ ଡାଏଲଗ୍

76
କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ୍ ନିଜ ଅଭିନୟ ଓ ନୂଆ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ  । ଏବେ କିନ୍ତୁ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ସାରା । ନିକଟରେ ତାଙ୍କର ଏକ ଶାଢି ପିନ୍ଧା ଫଟୋକୁ ସୋସିଆଲ ସାଇଟରେ ଅପଲୋଡ କରିଛନ୍ତି ସାରା । ଏଥିରେ ସେ ପିଙ୍କ କଲରର ପ୍ରିଣ୍ଟେଡ୍ ସାଢି ପିନ୍ଧିଛନ୍ତି । ଏଥିରେ ସ୍କାଏ ଓ ବ୍ଲୁ ପ୍ୟାଚ୍ ରହିଛି ।
ଖାସିୟତ୍ ହେଉଛି ଏହି ପିଙ୍କ କଲର ଶଢିରେ ଥିବା ସ୍କାଲ ପ୍ୟାଚତ ଉପରେ ଲେଖା ହୋଇଛି ବିଗ୍ ବି ଅମିତାଭ ବଚ୍ଚନଙ୍କ ଡାଏଲଗ୍ ‘ ମେରେ ପାସ୍ ମା’ ହୈ’ ।ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।