କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ୍ ନିଜ ଅଭିନୟ ଓ ନୂଆ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ । ଏବେ କିନ୍ତୁ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ସାରା । ନିକଟରେ ତାଙ୍କର ଏକ ଶାଢି ପିନ୍ଧା ଫଟୋକୁ ସୋସିଆଲ ସାଇଟରେ ଅପଲୋଡ କରିଛନ୍ତି ସାରା । ଏଥିରେ ସେ ପିଙ୍କ କଲରର ପ୍ରିଣ୍ଟେଡ୍ ସାଢି ପିନ୍ଧିଛନ୍ତି । ଏଥିରେ ସ୍କାଏ ଓ ବ୍ଲୁ ପ୍ୟାଚ୍ ରହିଛି ।
ଖାସିୟତ୍ ହେଉଛି ଏହି ପିଙ୍କ କଲର ଶଢିରେ ଥିବା ସ୍କାଲ ପ୍ୟାଚତ ଉପରେ ଲେଖା ହୋଇଛି ବିଗ୍ ବି ଅମିତାଭ ବଚ୍ଚନଙ୍କ ଡାଏଲଗ୍ ‘ ମେରେ ପାସ୍ ମା’ ହୈ’ ।ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/18-37.jpg)