କନକ ବ୍ୟୁରୋ : ଶ୍ରୀ ଜଗନ୍ନାଥଧାମ ପୁରୀରେ ନିଜର ଏକ ବାସସ୍ଥାନ ପାଇଁ ସ୍ବପ୍ନ ଦେଖୁଥିବା ବ୍ୟକ୍ତିଙ୍କ ପାଇଁ ଭଲ ଖବର ଆଣିଛି ସାପ୍ ରିଅଲ ଇଷ୍ଟେଟ । ଏହି ପ୍ରତିଷ୍ଠିତ ରିଅଲ ଇଷ୍ଟେଟ କମ୍ପାନୀ ପୁରୀ ସହରରେ ଆପଣଙ୍କ ନୂଆ ଠିକଣାର ବ୍ୟବସ୍ଥା କରିଛନ୍ତି, ପ୍ରସ୍ତୁତ ହେଉଛି ଏକ ୧୦୦ ଏକର ବିଶିଷ୍ଟ ନୂଆ ଟାଉନସିପ୍ । ଯେଉଁଥିରେ ରହିବ ୭୦୦ଟି ସିମ୍ପ୍ଲେକ୍ସ ଓ ୩୫୦ଟି ଡୁପ୍ଲେକ୍ସ ଘର । ତେଣୁ ଯଦି ଶ୍ରୀକ୍ଷେତ୍ରରେ ରହିବାକୁ ଚାହୁଁଥାନ୍ତି ତେବେ ମନପସନ୍ଦର ପ୍ଲଟ୍ ମଧ୍ୟ କିଣିପାରିବେ ।
ମେରାଇନ ଡ୍ରାଇଭ - ମାଳତୀପାଟପୁର ଏନଏଚ୍ - ୩୧୬ ଲିଙ୍କ ରୋଡ ନିକଟରେ ରହିଛି ଅତ୍ୟାଧୁନିକ ଡିଜାଇନ୍ ଓ ସୁବିଧା ସହିତ ପ୍ରସ୍ତୁତ ହେଉଥିବା "ଜଗନ୍ନାଥ ଧାମ ସାପ୍ ଡ୍ରିମ୍ ଆଭିନିୟୁ" । ଏବେ ସାପ୍ ରିଅଲ ଇଷ୍ଟେଟ ଗ୍ରାହକମାନଙ୍କ ପାଇଁ ଏକ ବିଶେଷ ଅଫର୍ ଘୋଷଣା କରିଛନ୍ତି । ଯଦି ଏବେ ଆପଣ ବୁକ୍ କରୁଛନ୍ତି ତେବେ ଆପଣଙ୍କୁ ଜମି ରେଜିଷ୍ଟ୍ରେସନ ଫି ନ ଦେବାକୁ ପଡିପାରେ । ସାପରୁ ଘର କିଣିଲେ ବ୍ୟାଙ୍କରୁ ଋଣ କରିବାର ଆବଶ୍ୟକତା ପଡ଼ିବନି । କମ୍ପାନୀ ତରଫରୁ ବିନା ସୁଧରେ ଋଣ ମଧ୍ୟ ଉପଲବ୍ଧ କରାଯାଉଛି । ଅନ୍ୟାନ୍ୟ ସୁବିଧା ଏବଂ ବୁକିଂ ବିଷୟରେ ଜାଣିବା ପାଇଁ ଆପଣ ୮୦୯୩୨ ୦୯୫୬୩ କିମ୍ବା ୮୦୯୩୨ ୦୯୫୬୪ ନମ୍ବରରେ ଯୋଗାଯୋଗ କରିପାରିବେ । ଇଚ୍ଛୁକ ଥିବା ଗ୍ରାହକ www.saprealestate.in କୁ ଭିଜିଟ୍ କରି ମଧ୍ୟ ଅଧିକ ତଥ୍ୟ ପାଇପାରିବେ ।
Follow Us