କନକ ବ୍ୟୁରୋ: ବଡ଼ ପରଦାକୁ ଆସିଛି ଫିଲ୍ମ ଶାନ୍ତି ଆପାର୍ଟମେଣ୍ଟ, ଫ୍ଲାଟ ନମ୍ବର ୨୦୩ । କ୍ରାଇମସିନକୁ ନେଇ ଗତିଶୀଳ ଏହି ଫିଲ୍ମକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନୀ ତ୍ରିପାଠୀ । ଏଥିରେ ବିଭିନ୍ନ ଭୂମିକାରେ ଦୀପାନ୍ୱିତ ଦାସମହାପାତ୍ର, ରାଗିଣୀ, ସୁବାଶିଷ ଭଳି ଅଭିନେତାଙ୍କୁ ଦେଖିବାକୁ ମିଳିଛି । ସିନେମାଟି ସମ୍ପୂର୍ଣ୍ଣ ବାସ୍ତବ କଥାବସ୍ତୁ ଉପରେ ଆଧାରିତ । ଆପାର୍ଟମେଣ୍ଟରେ ଏକ ଅପରାଧ ଘଟିବା ପରେ ଏହାର କିପରି ତଦନ୍ତ ହେଉଛି, କିପରି ଅପରାଧୀକୁ ଧରାଯାଉଛି ତାର କାହାଣୀ । ଫିଲ୍ମଟିକୁ ଦେଖିବା ପରେ ଦର୍ଶକ ମଧ୍ୟ ବେଶ୍ ଭଲ ପ୍ରତିକ୍ରିୟା ଦେଖୁଛନ୍ତି ।

Advertisment

ବଡ଼ ପରଦାକୁ ଆସିଛି ଫିଲ୍ମ ଶାନ୍ତି ଆପାର୍ଟମେଂଟ, ଫ୍ଲାଟ ନମ୍ବର ୨୦୩ । କ୍ରାଇମସିନକୁ ନେଇ ଗତିଶୀଳ ଏହି ଫିଲ୍ମକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନୀ ତ୍ରିପାଠୀ । ଏଥିରେ ବିଭିନ୍ନ ଭୂମିକାରେ ଦୀପାନ୍ୱିତ ଦାସମହାପାତ୍ର, ରାଗିଣୀ, ସୁବାଶିଷ ଭଳି ଅଭିନେତାଙ୍କୁ ଦେଖିବାକୁ ମିଳିଛି । ସିନେମାଟି ସମ୍ପୂର୍ଣ୍ଣ ବାସ୍ତବ କଥାବସ୍ତୁ ଉପରେ ଆଧାରିତ । ଆପାର୍ଟମେଂଟରେ ଏକ ଅପରାଧ ଘଟିବା ପରେ ଏହାର କିପରି ତଦନ୍ତ ହେଉଛି, କିପରି ଅପରାଧୀକୁ ଧରାଯାଉଛି ତାର କାହାଣୀ । ଫିଲ୍ମଟିକୁ ଦେଖିବା ପରେ ଦର୍ଶକ ମଧ୍ୟ ବେଶ୍ ଭଲ ପ୍ରତିକ୍ରିୟା ଦେଖୁଛନ୍ତି ।