ରାଗିଲେ ସଂଜୟଙ୍କ ପଡୋଶୀ ! ଥାନାରେ ସଂଜୟଙ୍କ ବିରୋଧରେ କଲେ ଲିଖିତ ଅଭିଯୋଗ

ରାଗିଲେ ସଂଜୟଙ୍କ ପଡୋଶୀ ! ଥାନାରେ ସଂଜୟଙ୍କ ବିରୋଧରେ କଲେ ଲିଖିତ ଅଭିଯୋଗ

source: hindustantimes.com

ଅଭିନେତା ସଂଜୟ ଦତଙ୍କ ବିରୋଧରେ ଅଭିଯୋଗ । ସଂଜୟଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପଡୋଶୀ । ବିଳମ୍ବିତ ରାତି ଯାଏଁ ସଂଜୟ ପାର୍ଟିଫଙ୍କସନ କରିବା ସହ ଉଚ୍ଚସ୍ୱରରେ ଆୱାଜ କରୁଥିବା ଯୋଗୁଁ ବ୍ୟତିବ୍ୟସ୍ତ ହୋଇପଡିଥିଲେ ପଡୋଶୀ ।

ତେବେ, ବାରମ୍ବାର ଏହାକୁ ବାରଣ କରିବା ପରେ ଶେଷରେ ସେ ବାଧ୍ୟ ହୋଇ ପୁଲିସ ଥାନାରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe