ଅଭିନେତା ସଂଜୟ ଦତଙ୍କ ବିରୋଧରେ ଅଭିଯୋଗ । ସଂଜୟଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପଡୋଶୀ । ବିଳମ୍ବିତ ରାତି ଯାଏଁ ସଂଜୟ ପାର୍ଟିଫଙ୍କସନ କରିବା ସହ ଉଚ୍ଚସ୍ୱରରେ ଆୱାଜ କରୁଥିବା ଯୋଗୁଁ ବ୍ୟତିବ୍ୟସ୍ତ ହୋଇପଡିଥିଲେ ପଡୋଶୀ ।
ତେବେ, ବାରମ୍ବାର ଏହାକୁ ବାରଣ କରିବା ପରେ ଶେଷରେ ସେ ବାଧ୍ୟ ହୋଇ ପୁଲିସ ଥାନାରେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/sanjay.jpg)