ସତ୍ୟବାଦୀରେ ହାରିଲେ ସଞ୍ଜୟ ଦାସବର୍ମା: ୧୭ ହଜାର ୪୫୩ ଭୋଟରେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ବିଜୟୀ

Advertisment
ସତ୍ୟବାଦୀରେ ହାରିଲେ ସଞ୍ଜୟ ଦାସବର୍ମା: ୧୭ ହଜାର ୪୫୩ ଭୋଟରେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ବିଜୟୀ

କନକ ବ୍ୟୁରୋ: ସତ୍ୟବାଦୀରେ ହାରିଲେ ସଞ୍ଜୟ ଦାସବର୍ମା । ବିଜେପି ପ୍ରାର୍ଥୀ ଓମ ପ୍ରକାଶଙ୍କଠାରୁ ହାରିଲେ ସଞ୍ଜୟ । ୧୭ ହଜାର ୪୫୩ ଭୋଟରେ ଓମ ପ୍ରକାଶ ବିଜୟୀ । ୨୦୧୯ ନିର୍ବାଚନରେ ଏହି ଆସନରୁ ଉମା ସାମନ୍ତରାୟ ବିଜୟୀ ହୋଇ ବିଧାୟକ ହୋଇଥିଲେ । ହେଲେ ୨୦୨୪ରେ ଉମା ସାମନ୍ତରାୟଙ୍କୁ ବ୍ରହ୍ମଗିରି ଓ ସଞ୍ଜଦାସବର୍ମାଙ୍କୁ ବ୍ରହ୍ମଗିରିରୁ ସତ୍ୟବାଦୀରୁ ଟିକେଟ ଦେଇଥିଲା ବିଜେଡି । ହେଲେ ସଞ୍ଜୟ ଦାସବର୍ମା ସତ୍ୟବାଦୀରୁ ପରାଜିତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe