କନକ ବ୍ୟୁରୋ: ସତ୍ୟବାଦୀରେ ହାରିଲେ ସଞ୍ଜୟ ଦାସବର୍ମା । ବିଜେପି ପ୍ରାର୍ଥୀ ଓମ ପ୍ରକାଶଙ୍କଠାରୁ ହାରିଲେ ସଞ୍ଜୟ । ୧୭ ହଜାର ୪୫୩ ଭୋଟରେ ଓମ ପ୍ରକାଶ ବିଜୟୀ । ୨୦୧୯ ନିର୍ବାଚନରେ ଏହି ଆସନରୁ ଉମା ସାମନ୍ତରାୟ ବିଜୟୀ ହୋଇ ବିଧାୟକ ହୋଇଥିଲେ । ହେଲେ ୨୦୨୪ରେ ଉମା ସାମନ୍ତରାୟଙ୍କୁ ବ୍ରହ୍ମଗିରି ଓ ସଞ୍ଜଦାସବର୍ମାଙ୍କୁ ବ୍ରହ୍ମଗିରିରୁ ସତ୍ୟବାଦୀରୁ ଟିକେଟ ଦେଇଥିଲା ବିଜେଡି । ହେଲେ ସଞ୍ଜୟ ଦାସବର୍ମା ସତ୍ୟବାଦୀରୁ ପରାଜିତ ହୋଇଛନ୍ତି ।
ସତ୍ୟବାଦୀରେ ହାରିଲେ ସଞ୍ଜୟ ଦାସବର୍ମା: ୧୭ ହଜାର ୪୫୩ ଭୋଟରେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ବିଜୟୀ
/kanak/media/post_attachments/wp-content/uploads/2024/06/20-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)