କନକ ବ୍ୟୁରୋ : ଡ୍ରୋନ କରୁଛି ବିଶୋଧନ । ସ୍ୱଦେଶୀ ଜ୍ଞାନ କୌଶଳରେ ଚାନ୍ଦିପୁର ଡିଆରଡିଓ ଏହାକୁ ନିର୍ମାଣ କରିଛି । ଏହି ଡ୍ରୋନ ଦ୍ୱାରା ବାଲେଶ୍ୱରର ବିଭିନ୍ନ ଅଂଚଳକୁ ଏହା ଦ୍ୱାରା ସାନିଟାଇଜ କରାଯାଉଛି । ୨୦ମିଟର ଉଚ୍ଚତାରେ ରହି ୪ଟି ନୋଜାଲ ଦ୍ୱାରା ଏହା ବିଶୋଧନ କରିବ । ବାଲେଶ୍ୱରରେ ୮୦୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି । ୬୩୯ଜଣ ସୁସ୍ଥ ହୋଇଥିବା ବେଳେ ୧୬୫ଟି ସକ୍ରିୟ ମାମଲା ରହିଛି ।
ବାଲେଶ୍ୱରରେ ଡ୍ରୋନ କଲା ସାନିଟାଇଜ : ସ୍ୱଦେଶୀ ଜ୍ଞାନକୌଶଳରେ ଚାନ୍ଦିପୁର ଡିଆରଡିଓ କରିଛି ପ୍ରସ୍ତୁତ; ୨୦ ମିଟର ଉଚ୍ଚତାରେ ରହି ୪ଟି ନୋଜଲରେ ହେଉଛି ବିଶୋଧନ
/kanak/media/post_attachments/wp-content/uploads/2020/07/10-23.jpg)