ରାଜଧାନୀରେ ସଫେଇ କର୍ମଚାରୀଙ୍କ ଧର୍ମଘଟ : ବିଏମସି ଓ ଏଜେନ୍ସି ବିରୋଧରେ ହେଲେ ଏକାଠି; ଠିକା ସଂସ୍ଥା ଶୋଷଣ କରୁଥିବା ଅଭିଯୋଗ

ରାଜଧାନୀରେ ସଫେଇ କର୍ମଚାରୀଙ୍କ ଧର୍ମଘଟ : ବିଏମସି ଓ ଏଜେନ୍ସି ବିରୋଧରେ ହେଲେ ଏକାଠି; ଠିକା ସଂସ୍ଥା ଶୋଷଣ କରୁଥିବା ଅଭିଯୋଗ

କନକ ବ୍ୟୁରୋ : ସଫେଇ କର୍ମଚାରୀଙ୍କ ଧର୍ମଘଟ । ରାଜଧାନୀରେ ୨୧ଟି ୱାର୍ଡର ସଫେଇ କର୍ମଚାରୀ ରାଜମହଲ ଛକରେ ଧର୍ମଘଟ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଓ ଔରଲାଣ୍ଡ ଏଜେନ୍ସି ବିରୋଧରେ ରାଜରାସ୍ତାରେ ଏକାଠି ହୋଇଛନ୍ତି ଶହ ଶହ ସଫେଇ କର୍ମଚାରୀ । ସଫେଇ କର୍ମଚାରୀଙ୍କ ସୁରକ୍ଷା, ବୋନସ, ୧୫ ହଜାର ଟଙ୍କା ବେତନ ଓ ପେନସନ ଦାବି କରିବା ସହ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପନୁଃ ନିଯୁକ୍ତି ଦାବିରେ ଏକାଠି ହୋଇଛନ୍ତି ଶହ ଶହ କର୍ମଚାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe