କନକ ବ୍ୟୁରୋ : ଭାରତୀୟ ଅଲିମ୍ପିକ୍ସ ଦଳର ସଫଳତା କାମନା କରି ବିଶ୍ୱ ପ୍ରସିଦ୍ଧ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଳୁକା କଳା ନିର୍ମାଣ କରିଛନ୍ତି । ଏହାର ଥିମ ରଖିଛନ୍ତି ଗୋଫର ଗୋଲ୍ଡ । ଆଜିଠାରୁ ରିଏ ଅଲିମ୍ପିକ୍ସ ଆରମ୍ଭ ହେଉଥିବା ବେଳେ ଭାରତୀୟ ଦଳର ଶୁଭମନାସୀଛନ୍ତି ଏହି ଶିଳ୍ପୀ ଜଣକ । ପୁରୀ ବେଳାଭୂମିରେ ଏହି କୃତି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ।
ଗୋ ଫର ଗୋଲ୍ଡ : ଭାରତୀୟ ଅଲିମ୍ପିକ୍ସ ଦଳକୁ ଶୁଭେଚ୍ଛା ଜଣାଇଲେ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
/kanak/media/post_attachments/wp-content/uploads/2016/08/vlcsnap-2016-08-05-09h50m06s191.png)