ସାନଖେମୁଣ୍ଡି ବିଧାନସଭା ଲଢେଇ: ଜିତିଲେ ରମେଶ ଜେନା, ହାରିଲେ ସୁରକ୍ଷଣା ।

Advertisment
ସାନଖେମୁଣ୍ଡି ବିଧାନସଭା ଲଢେଇ: ଜିତିଲେ ରମେଶ ଜେନା, ହାରିଲେ ସୁରକ୍ଷଣା ।

କନକ ବ୍ୟୁରୋ: ସାନଖେମୁଣ୍ଡିରେ ପୁଣି କମାଲ୍ କଲା କଂଗ୍ରେସ । ନିଜ ଆସନକୁ ପୁଣି ଥରେ ବଜାୟ ରଖିଲେ ରମେଶ ଜେନା । ୨୦୨୪ ମହାଲଢେଇରେ ସାନଖେମୁଣ୍ଡିରେ ବିଜୟୀ ହେଲା କଂଗ୍ରେସ । ବିଜେଡିର ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ହରାଇ ବିଜୟର ବାନା ଉଡାଇଲେ ରମେଶ ।

ତେବେ ରମେଶଙ୍କୁ ଚେକ ଦେବାକୁ ଏଥର ବିଜେଡି ସୁଲକ୍ଷଣାଙ୍କୁ ମୈଦାନକୁ ଓହ୍ଲାଇଥିଲା ହେଲେ ସବୁ ଚାଲକୁ କାଟି ଶେଷରେ ପୁଣି ଥରେ ନିଜ ଲୋକପ୍ରିୟତାକୁ ବଜାର ରଖିଛନ୍ତି ରମେଶ ଜେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe