କନକ ବ୍ୟୁରୋ: ସାନଖେମୁଣ୍ଡିରେ ପୁଣି କମାଲ୍ କଲା କଂଗ୍ରେସ । ନିଜ ଆସନକୁ ପୁଣି ଥରେ ବଜାୟ ରଖିଲେ ରମେଶ ଜେନା । ୨୦୨୪ ମହାଲଢେଇରେ ସାନଖେମୁଣ୍ଡିରେ ବିଜୟୀ ହେଲା କଂଗ୍ରେସ । ବିଜେଡିର ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ହରାଇ ବିଜୟର ବାନା ଉଡାଇଲେ ରମେଶ ।
ତେବେ ରମେଶଙ୍କୁ ଚେକ ଦେବାକୁ ଏଥର ବିଜେଡି ସୁଲକ୍ଷଣାଙ୍କୁ ମୈଦାନକୁ ଓହ୍ଲାଇଥିଲା ହେଲେ ସବୁ ଚାଲକୁ କାଟି ଶେଷରେ ପୁଣି ଥରେ ନିଜ ଲୋକପ୍ରିୟତାକୁ ବଜାର ରଖିଛନ୍ତି ରମେଶ ଜେନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/9-2.jpg)