ସଞ୍ଜୁ ସାମସନଙ୍କ ଧୂଆଁଧାର ବ୍ୟାଟିଂ । ଚଳିତ ଆଇପିଏଲରେ ହାସଲ କଲେ ପ୍ରଥମ ସେଞ୍ଚୁରୀ 

Advertisment
ସଞ୍ଜୁ ସାମସନଙ୍କ ଧୂଆଁଧାର ବ୍ୟାଟିଂ । ଚଳିତ ଆଇପିଏଲରେ ହାସଲ କଲେ ପ୍ରଥମ ସେଞ୍ଚୁରୀ 

କନକ ବ୍ୟୁରୋ: ଚଳିତ ଆଇପିଏଲରେ ପ୍ରଥମ ଶତକ ହାସଲ କରିଛନ୍ତି ରାଜସ୍ଥାନ ରୟାଲ୍ସର କ୍ୟାପଟେନ ସଞ୍ଜୁ ସାମସନ । ଏହି ମ୍ୟାଚରେ ସାମସନଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । ନିଜ ଦଳକୁ ବିଜୟୀ କରାଇବା ପାଇଁ ବଡ ବଡ ସଟ ଖେଳୁଛନ୍ତି ସାମସନ ।

ତେବେ ଆଜି ପଞ୍ଜାବ ମଧ୍ୟ ବିଶାଳ ସ୍କୋର କରିଥିଲା । ଯେଉଁଥିରେ କେଏଲ ରାହୁଲ ଏକ ଶତକରୁ ବଞ୍ଚିତ ହୋଇଥିଲେ । କେଏଲ ରାହୁଲ ଏହି ମ୍ୟାଚରେ ୯୧ ରନ ଖେଳି ଆଉଟ ହୋଇଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe