କନକ ବ୍ୟୁରୋ: ଚଳିତ ଆଇପିଏଲରେ ପ୍ରଥମ ଶତକ ହାସଲ କରିଛନ୍ତି ରାଜସ୍ଥାନ ରୟାଲ୍ସର କ୍ୟାପଟେନ ସଞ୍ଜୁ ସାମସନ । ଏହି ମ୍ୟାଚରେ ସାମସନଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି । ନିଜ ଦଳକୁ ବିଜୟୀ କରାଇବା ପାଇଁ ବଡ ବଡ ସଟ ଖେଳୁଛନ୍ତି ସାମସନ ।
ତେବେ ଆଜି ପଞ୍ଜାବ ମଧ୍ୟ ବିଶାଳ ସ୍କୋର କରିଥିଲା । ଯେଉଁଥିରେ କେଏଲ ରାହୁଲ ଏକ ଶତକରୁ ବଞ୍ଚିତ ହୋଇଥିଲେ । କେଏଲ ରାହୁଲ ଏହି ମ୍ୟାଚରେ ୯୧ ରନ ଖେଳି ଆଉଟ ହୋଇଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/sam.jpg)