କନକ ବ୍ୟୁରୋ : ଫାଓର ସଭାପତି ହେଲେ ସମୀର ଦେ । ଫୁଟବଲ ଆସୋସିଏସନ୍ ଅଫ୍ ଓଡିଶାର ସଭାପତି ହେଲେ ସମୀର ଦେ । ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିଦ୍ୱର୍ନ୍ଦ୍ୱରେ ହେଲେ ନିର୍ବାଚିତ । ଆସନ୍ତା ୨୧ ତାରିଖରେ ଔପଚାରିକ ଭାବେ ଘୋଷଣା କରାଯିବ ।
ସମୀର ଦେ ଫୁଟବଲ୍ ସଂଘ ସଭାପତି । ୨୧ ତାରିଖରେ ଔପଚାରିକ ଭାବେ ହେବ ଘୋଷଣା
/kanak/media/post_attachments/wp-content/uploads/2024/07/23-8.jpg)