ସମ୍ବଲପୁରରେ ସବୁ ପରିବା ଦର ଆକାଶ ଛୁଆଁ : ଜାଣନ୍ତୁ କେଉଁ ପରିବା ଦର କେତେ ?

389

କନକ ବ୍ୟୁରୋ : ସମ୍ବଲପୁରରେ ସବୁ ପରିବା ମହଙ୍ଗା । ସବୁ ପରିବା ଦର ଆକାଶ ଛୁଆଁ । ୪୦-୫୦ ଟଙ୍କାରୁ କୌଣସି ପରିବା ଦର କମ୍ ନାହିଁ । ଚାହିଦା ଅନୁସାରେ ପରିବା ନଆସିବାରୁ ଦର ବୃଦ୍ଧି ପାଉଥିବା କହିଛନ୍ତି ବ୍ୟବସାୟୀ । ପରିବା ଦର ବୃଦ୍ଧି ପାଉଥିବା ବେଳେ ଚିନ୍ତାରେ ପଡ଼ିଛନ୍ତି ଖାଉଟି ଓ ବ୍ୟବସାୟୀ । ଦର ବୃଦ୍ଧି ଯୋଗୁଁ ଖାଉଟି ମଧ୍ୟ କମ୍ ପରିବା କିଣୁଥିବା କହିଛନ୍ତି ବ୍ୟବସାୟୀ । ଯାହାକୁ ନେଇ ବ୍ୟବସାୟ ମଧ୍ୟ ମାନ୍ଦା ହେଉଥିବା ବ୍ୟବସାୟୀମାନେ କହିଛନ୍ତି ।

ସମ୍ବଲପୁରରେ କ’ଣ ରହିଛି ପରିବା ଦର… ?

ଟମାଟୋ – ୩୦ ଟଙ୍କା
ବିମ୍ସ – ୧୦୦ ଟଙ୍କା
ବାଇଗଣ – ୬୦ରୁ ୮୦ ଟଙ୍କା
ପିଆଜ – ୪୦ ଟଙ୍କା
ଗାଜର -୫୦ ଟଙ୍କା
କାକୁଡି – ୪୦ ଟଙ୍କା
କଲରା – ୪୦ ଟଙ୍କା
କ୍ୟାପ୍ସିକମ୍ – ୧୦୦ ଟଙ୍କା
ଧନିଆ ପତ୍ର – ୨୫୦ ଟଙ୍କା