କନକ ବ୍ୟୁରୋ : ଠେଲକୋଇ ଥାନା ଅଞ୍ଚଳରେ ବସ୍ ଦୁର୍ଘଟଣା । ବସ୍ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଆହତ । ଯାତ୍ରାବାହୀ ବସ୍ ଝାରସୁଗୁଡାରୁ ସମ୍ବଲପୁର ଆସୁଥିଲା । ଟ୍ରକକୁ ପଛରୁ ମହାଲକ୍ଷ୍ମୀ ଯାତ୍ରୀବାହୀ ବସ୍ ପିଟିଥିଲା । ତେବେ ଆହତଙ୍କୁ ବୁର୍ଲା ଓ ଝାରସୁଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ : ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଆହତ
/kanak/media/post_attachments/wp-content/uploads/2022/11/vlcsnap-2022-11-11-08h15m51s458.png)