କନକ ବ୍ୟୁରୋ : ଦୀର୍ଘ ଦିନ ପରେ ପୁଣି ଅଶାନ୍ତ ସମ୍ବଲପୁର । ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ସମ୍ବଲପୁର ଟାଉନ ଥାନା ହାଟପଟା ଅଂଚଳରେ ଘଟିଛି ଏହି ଘଟଣା । ମୃତ ଯୁବକ ଜଣଙ୍କ ଦାନିପାଲିର ବାବୁଲ ନାୟକ ।
ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିବା ସହ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହତ୍ୟାକାରୀକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ ଆରମ୍ଭ କରିଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/36-5.jpg)