ସମ୍ବଲପୁର ଏମସିଏଲରେ ବଡ଼ଧରଣର ଚୋରି : ଘରୁ ଲୁଟିନେଲେ ୭ଲକ୍ଷ ଟଙ୍କାର ସୁନା ଗହଣା

Advertisment
ସମ୍ବଲପୁର ଏମସିଏଲରେ ବଡ଼ଧରଣର ଚୋରି : ଘରୁ ଲୁଟିନେଲେ ୭ଲକ୍ଷ ଟଙ୍କାର ସୁନା ଗହଣା

କନକ ବ୍ୟୁରୋ : ସମ୍ବଲପୁର ଏମସିଏଲରେ ବଡ଼ଧରଣର ଚୋରି । କ୍ୱାର୍ଟର ତାଲା ଭାଙ୍ଗି ୭ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନାଗହଣା ଲୁଟ୍ । ଚୋରି ସମୟର ସିସିଟିଭି ଭିଜୁଆଲ ଭାଇରାଲ୍ । ଘଟଣାଟି ଦୁଇ ଦିନ ତଳର ହୋଇଥିବା ବେଳେ ଏବେ ସିସିଟିଭି ଭିଜୁଆଲ ସାମ୍ନାକୁ ଆସିଛି । ୩ଜଣ ଦୁର୍ବୃତ୍ତ ତାଲା ଭାଙ୍ଗି ସୁନା ଗହଣା ଏବଂ କିଛି ମୂଲ୍ୟବାନ ପଥର ଚୋରାଇ ନେଇଛନ୍ତି । ଏ ନେଇ ଥାନାରେ ମାମଲା ଦାୟର ହୋଇଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe