ଡ୍ରେନରୁ ମିଳିଲା ୬ ବର୍ଷ ଶିଶୁ ପୁତ୍ରର ମୃତଦେହ ! ହତ୍ୟା ସନ୍ଦେହ, ପୁଲିସର ଛାନଭିନ ଜାରି

Advertisment
ଡ୍ରେନରୁ ମିଳିଲା ୬ ବର୍ଷ ଶିଶୁ ପୁତ୍ରର ମୃତଦେହ ! ହତ୍ୟା ସନ୍ଦେହ, ପୁଲିସର ଛାନଭିନ ଜାରି

କନକ ବ୍ୟୁରୋ : ଡ୍ରେନରୁ ମିଳିଲା ନିଖୋଜ ଶିଶୁ ପୁତ୍ରର ମୃତଦେହ । ସମ୍ବଲପୁର ଏନ୍ ଗୁହାଲେନ ଅଂଚଳରୁ ୬ ବର୍ଷର ଶିଶୁ ପୁତ୍ରର ମୃତଦେହ ମିଳିଛି । ୩ ଦିନ ହେବ ବାହାଲପଡା ଅଂଚଳରୁ ଶିଶୁଟି ନିଖୋଜ ଥିଲା । ଶିଶୁଟିକୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଜିଏମ କଲେଜ ଛକରେ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe