ପୁଅ ଆଣ ନହେଲେ ଛାଡିବୁନି ଡାକ୍ତରଖାନା : ସମ୍ବଲପୁରରେ ମା’ର ଆକୁଳ ନିବେଦନ

ପୁଅ ଆଣ ନହେଲେ ଛାଡିବୁନି ଡାକ୍ତରଖାନା : ସମ୍ବଲପୁରରେ ମା’ର ଆକୁଳ ନିବେଦନ

କନକ ବ୍ୟୁରୋ : ପିଲା ଚୋରଣୀକୁ ଧରିବା ପାଇଁ ଜୋରଦାର ହେଲା କ୍ୟାମ୍ପେନ । ସିସିଟିଭିରେ କଏଦ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କଲେ ସମ୍ବଲପୁରର ସଚେତନ ନାଗରିକ । ସେପଟେ ତିନିଦିନ ହେଲା କୌଣସି ସଫଳତା ମିଳିନଥିବାରୁ ପୋଲିସ ବି ତା ରଣନୀତିରେ ପରିବର୍ତନ କରିଛି ।

ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ସାଧାରଣ ସୋକଙ୍କ ସହଯୋଗ ଲୋଡିଛି । ଆଉ ସଦର ହସ୍ପିଟାଲରେ ଚୋରି ହୋଇଥିବା ଛୁଆର ବାପା ମାଆ କହିଛନ୍ତି ପିଲାକୁ ଫେରାଇ ନଆଣିଲେ ଛାଡିବେ ନାହିଁ ହସ୍ପିଟାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe