କନକ ବ୍ୟୁରୋ : ପିଲା ଚୋରଣୀକୁ ଧରିବା ପାଇଁ ଜୋରଦାର ହେଲା କ୍ୟାମ୍ପେନ । ସିସିଟିଭିରେ କଏଦ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କଲେ ସମ୍ବଲପୁରର ସଚେତନ ନାଗରିକ । ସେପଟେ ତିନିଦିନ ହେଲା କୌଣସି ସଫଳତା ମିଳିନଥିବାରୁ ପୋଲିସ ବି ତା ରଣନୀତିରେ ପରିବର୍ତନ କରିଛି ।
ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ସାଧାରଣ ସୋକଙ୍କ ସହଯୋଗ ଲୋଡିଛି । ଆଉ ସଦର ହସ୍ପିଟାଲରେ ଚୋରି ହୋଇଥିବା ଛୁଆର ବାପା ମାଆ କହିଛନ୍ତି ପିଲାକୁ ଫେରାଇ ନଆଣିଲେ ଛାଡିବେ ନାହିଁ ହସ୍ପିଟାଲ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/sambalpur-.jpg)