ପ୍ରେମିକା ଲୁଲିଆ ବଂତୁରଙ୍କ କ୍ୟାରିୟର ପାଇଁ ସଲମାନଙ୍କ ସୁପାରିଶ । ଜଣାଶୁଣା ମ୍ୟୁଜିକ କମ୍ପୋଜର ହିମେଶ ରେଶମିୟାଙ୍କୁ ସଲମାନ ସୁପାରିଶ କରିଛନ୍ତି । ତାଜା ଖବର ଅନୁସାରେ ହିମେଶଙ୍କ ଆଗାମୀ ଭିଡିଓ ଆଲବମ ଆପ ସେ ହେ ମୁସ୍କିଲରେ ଗୀତ ଗାଇବେ ଲୁଲିଆ । ଯାହା ପାଇଁ ଲୁଲିଆ ଏବେ ରୀତିମତ ଷ୍ଟୁଡିଓରେ ପହଁଚି ରିହରସଲ୍ କରୁଛନ୍ତି । ମୁମ୍ବାଇ ଫେରିବା ପରେ ଲୁଲିଆ ନିଜ କ୍ୟାରିୟର ଉପରେ ବେଶ ଧ୍ୟାନ ଦେଉଛନ୍ତି ।
ପୁଣି ଏକାଠି ସଲମାନ୍ ଓ ଲୁଲିଆ ! ପ୍ରେମିକାଙ୍କ କ୍ୟାରିୟର୍ ପାଇଁ ହିମେଶଙ୍କୁ କଲେ ସୁପାରିଶ
/kanak/media/post_attachments/wp-content/uploads/2016/09/salman-khan-to-marry-by-the-end-of-this-year-niharonline.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)