ପୁଣି ଗୀତ ଗାଇବେ ସଲମାନ

Advertisment
ପୁଣି ଗୀତ ଗାଇବେ ସଲମାନ

ବଲିଉଡ ଦବଙ୍ଗ ବୟ ସଲମାନ ଖାନ ପୁଣି ଥରେ ଗୀତ ଗାଉଥିବାର ନଜର ଆସିବେ । ଆକ୍ଟର ରଣଦୀପ ହୁଡ୍ଡାଙ୍କ ଫିଲ୍ମରେ ପାର୍ଶ୍ୱଗାୟନ କରୁଥିବାର ନଜର ଆସିବେ ସଲମାନ । ସେପଟେ ସଲମାନଙ୍କ ଫିଲ୍ମ ସୁଲତାନ ଇଦ ଅବସରରେ ରିଲିଜ ହେବାକୁ ଯାଉଛି । ହେଲେ ଏବେ ରଣଦୀପଙ୍କ ଫିଲ୍ମ ଲାଲ ରଙ୍ଗରେ ସଲମାନ ଗୁନଗୁନାଇବେ । ନିଜ ହୋମ ପ୍ରଡକ୍ସନ ଫିଲ୍ମ ହିରୋରେ ସଲମାନ ଗୀତ ଗାଇଥିବାର ଦେଖିବାକୁ ମିଳିଥିଲା ।ଆଉ ଏଥର ସଲମାନ ତାଙ୍କ ଫ୍ରେଣ୍ଡ ରଣଦୀପଙ୍କ ଫିଲ୍ମରେ ଗୀତ ଗାଇବେ । ଗୀତଟିର ଟାଇଟେଲ ରହିଛି ପ୍ୟାର ମେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe