ଦୁଇ ଦିନରେ ୫୫ଲକ୍ଷ

ଦୁଇ ଦିନରେ ୫୫ଲକ୍ଷ

ଭାଇଜାନଙ୍କ ସୁଲତାନର ରେକର୍ଡ । ରିଲିଜ୍ ହେବାର ୨୪ ଘଂଟା ମଧ୍ୟରେ ସୁଲତାନ୍ ଟ୍ରେଲରକୁ ଦେଖିଲେଣି ୫୫ ଲକ୍ଷରୁ ଅଧିକ ଦର୍ଶକ । ୟୁଟ୍ୟୁବରେ ଅପ୍ଲୋଡ୍ ହୋଇଥିବା ଏହି ଭିଡିଓ ଦର୍ଶକଙ୍କୁ କରିଦେଇଛି ଦିବାନା । ଟ୍ରେଲର ରିଲିଜର ମାତ୍ର ୨ ଘଂଟା ମଧ୍ୟରେ ୨ ଲକ୍ଷ ୧୩ ହଜାରରୁ ଅଧିକ ଲୋକ ଏହାକୁ ଦେଖିଥିଲେ । ନୂଆ ଟ୍ରେଲରରେ ସଲମାନ ଓ ଅନୁଷ୍କାଙ୍କ ରୋମାନ୍ସ ରହିଛି । ଉଭୟଙ୍କ କୁସ୍ତି ବି ଦେଖିବାକୁ ମିଳିଛି ଏହି ଟ୍ରେଲରରେ ।

ଏହା ସହ ରିଲିଜ ହେଲା ଅପକମିଙ୍ଗ୍ ମୁଭି ସୁଲତାନର ଟ୍ରେଲର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe