ଅଭିନେତା ସଲମାନ ଖାନ ଟ୍ୱିଟକୁ ନେଇ ଖାସ୍ ଚର୍ଚ୍ଚା । ଆମେରିକା ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରେଟିକ ସଭ୍ୟ ପ୍ରାର୍ଥୀ ହିଲାରୀ କ୍ଲିଂଟନଙ୍କ ପାଇଁ ଟ୍ୱିଟରରେ ଦେଇଛନ୍ତି ଶୁଭକାମନା । ‘ ଆଶା କରୁଛୁ ଆପଣ ଜିତିବେ ’ । ଈଶ୍ୱର ଆପଣକୁ ସମ୍ବିଧାନ ଓ ମାନବିକ ମୂଲ୍ୟଗୁଡିକୁ ପାଳନ ପାଇଁ ଶକ୍ତି ଦିଅନ୍ତୁ । ”
ହିଲାରୀଙ୍କê ଟ୍ୱିଟରରେ ଶୁଭକାମନା ଦେଲେ ସଲମାନ
/kanak/media/post_attachments/wp-content/uploads/2016/11/14.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)