ସଲମାନ ଚଳାଇଲେ ସ୍କୁଟର

ସଲମାନ ଚଳାଇଲେ ସ୍କୁଟର

ସ୍କୁଟର ଚାଳନା କଲେ ବଲିଉଡ ଭାଇଜାନ ସଲମାନ୍ । ଚେକପ୍ରିଟଂ ସାର୍ଟ ସହ ଗ୍ରୀନ କଲର ସ୍ୱେଟର ପିନ୍ଧି ସଲମାନ ଚଳାଉଛନ୍ତି ସ୍କୁଟର । ଫିଲ୍ମ ସୁଲତାନ ସୁଟିଂ ମୁଜଫରନଗରରେ ଚାଲିଥିବାବେଳେ ସଲମାନ କିଛି ଏହି ପ୍ରକାର ବେଶଭୂଷାରେ ନଜର ଆସିଛନ୍ତି । ସଲମାନ ଖାନ ଫ୍ୟାନ କ୍ଲବ ଏହି ଫଟୋକୁ ଟୁଇଟ କରିବା ପରେ ଫଟୋକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉଟଡୋର ଲୋକେସନର ସୁଟିଂ କରାଯାଉଥିବାରୁ ସଲମାନଙ୍କ ସୁରକ୍ଷାପାଇଁ ୧୦୦ଜଣ ପୁଲିସକର୍ମୀଙ୍କୁ ନିୟୋଜିତ କରାଯାଇଥିିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe