୨୨ ବର୍ଷ ପରେ ଫିଲ୍ମ ଡିରେକ୍ଟର ରାଜକୁମାର ସନ୍ତୋଷୀଙ୍କ ଫିଲ୍ମରେ ନଜର ଆସିବେ ବଲିଉଡ ଦବଙ୍ଗ ବୟ ସଲମାନ ।୨୨ ବର୍ଷ ପୁର୍ବରୁ ରାଜକୁମାର ସନ୍ତୋଷୀଙ୍କ ଫିଲ୍ମ ଆନ୍ଦାଜ ଆପନା ଆପନାରେ ଆ ମିରଙ୍କ ସହ ନଜର ଆସିଥିଲେ ସଲମାନ ।ଏବେ ୨୨ ବର୍ଷ ପରେ ପୁଣି ତାଙ୍କ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି ସଲମାନ ।ଏହି ଫିଲ୍ମର ପାଇଁ ପ୍ରସ୍ତୁତ ହୋଇଥିବା ସ୍କ୍ରିପ୍ଟ ସଲମାନଙ୍କୁ ଅଧିକ ପସନ୍ଦ ଆସିଛି ବୋଲି କୁହାଯାଉଛି । ତେବେ ଫିଲ୍ମଟି କମେଡି ବେସଡ୍ ଆକ୍ସନ ଫିଲ୍ମ ହେବ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us