ପ୍ରକୃତ କଥାଟି ହେଲା ନିକଟରେ ଆସୁଥିବା ଏକ ସିନେମାରେ ପିତା ଭୂମିକାରେ ନଜର ଆସିବେ ବଲିଉଡ୍ ଭାଇଜାନ ସନମାନ ଖାନ । ତେବେ ସୂଚନା ମୁତାବକ ଏକ କୋରିଏନ ସିନେମା ‘ଓଡ ତୁ ମାୟା ଫାଦର’ର ରିମେକରେ ସଲମାନ ପିତା ଭୂମିକାରେ ନଜର ଆସିପାରନ୍ତିି । ଏହି ସିନେମାରେ ସଲମାନଙ୍କୁ ଜଣେ ୬୦ବର୍ଷୀୟ ବୃଦ୍ଧ ଚରିତ୍ରରେ ଦେଖିବାକୁ ମିଳିବ ।
ତେବେ ଯଦିଓ ଏହି ସିନେମାକୁ ନେଇ ଅଧିକ କିଛି ତଥ୍ୟ ମିଳିପାରି ନାହିଁ । ମାତ୍ର ଭାରତ ଓ ପାକିସ୍ତାନ ବିଭାଜନ ଉପରେ ଏହି ସିନେମାଟି ଆଧାରିତ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/Capture-16.jpg)