ପୁଣି ଭାଇଜାନ ସଲମାନ ଖାନଙ୍କ ସଂପର୍କରେ ଫାଟ । ସୁଲତାନଙ୍କ ଠାରୁ ଦୂରେଇ ଯାଇପାରନ୍ତି ପ୍ରେମିକା ଲୁଲିଆ ବଂତୁର୍ । ପ୍ରେମଋତୁ ପରେ ଏବେ ଆରମ୍ଭ ହୋଇଯାଇଛି ବିଛେଦଋତୁ ।
ଖବର ଅନୁସାରେ ସଲମାନଙ୍କ ‘ଦବଙ୍ଗ୍ ଟୁର’ରେ ଲୁଲିଆ ଗୀତ ବୋଲିବାକୁ ଚାହୁଁଥିଲେ । କିନ୍ତୁ ସଲମାନ୍ ମନା କରିବାରୁ ଉଭୟଙ୍କ ମଧ୍ୟରେ ଖୁବ୍ ଜୋରରେ ଝଗଡା ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଲୁଲିଆ ସ୍ଥାନ ଛାଡି ପଳାଇଥିଲେ ।
ସଲମାନଙ୍କ ଏହି ‘ଦବଙ୍ଗ୍ ଟୁର’ରେ ତାଙ୍କ ମା’ , ଭଉଣୀ ଅର୍ପିତା ଏବଂ ତାଙ୍କ ସ୍ୱାମୀ ଆୟୁଷ ଶର୍ମାଙ୍କ ସହ ବିପାଶା ବସୁ ଏବଂ ଡେଜି ଶାହା ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/salman-and-lulia.jpg)