କେମିତି ଝିଅକୁ ବିବାହ କରିବାକୁ ଚାହାନ୍ତି ଭାଇଜାନ୍ ! ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ପଢନ୍ତୁ ପୁରା ରିପୋର୍ଟ ।

କେମିତି ଝିଅକୁ ବିବାହ କରିବାକୁ ଚାହାନ୍ତି ଭାଇଜାନ୍ ! ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ପଢନ୍ତୁ ପୁରା ରିପୋର୍ଟ ।

Source: aajtak.intoday.in

ସଲମାନ ଖାନଙ୍କ ଅପକମିଂ ଫିଲ୍ମ ରେସ୍-୩ର ଟ୍ରେଲର ଇଂଟରନେଟରେ ଧମାଲ ମଚାଇଛି । ୧୫ ଜୁନରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ଟ୍ରେଲର ୟୁଟ୍ୟୁବରେ ପ୍ରଥମ ନମ୍ବରରେ ରହି ଟ୍ରେଣ୍ଡ ପାଲିଟି ଯାଇଛି । ଏହାକୁ ଏବେ ପର୍ୟ୍ୟନ୍ତ ୧କୋଟି ୨ଲକ୍ଷ ଲୋକରୁ ଅଧିକଥର ୟୁଟ୍ୟୁବରେ ଦେଖା ଯାଇସାରିଲାଣି । ଫିଲ୍ମ ବିଷୟରେ ଏକ ରୋମାଂଚକର କଥା ହେଉଛି ସଲମାନଙ୍କୁ ବିବାହ ପାଇଁ କିଭଳି ଝିଅ ଦରକାର ଏହି ଫିଲ୍ମରେ କହୁଥିବାର ନଜର ଆସିବେ ।publive-imageଫିଲ୍ମ ଟ୍ରେଲରର ଏକ ଦୃଶ୍ୟରେ ସଲମାନ ଜାକଲିନଙ୍କ ହାତ ମାଗିଥିଲେ ଏବଂ ଜାକଲିନ ମନା କରିବାରୁ କହିଥିଲେ ଭୟ କରନାହିଁ ବିବାହ କରିବା ପାଇଁ ମାଗୁନାହିଁ । ଫିଲ୍ମ ଟ୍ରେଲରରେ ଦେଖିବାକୁ ମିଳିଥିବା ଏହି ଦୃଶ୍ୟ ଦର୍ଶକଙ୍କ ହୃଦୟକୁ ଜିତି ନେଇଛି । ଏହିଭଳି ସିନେମାରେ ଏଭଳି କିଛି ଦୃଶ୍ୟ ରହିଛି ଯାହା ନିଶ୍ଚୟ ଆପଣଙ୍କୁ ଭଲ ଲାଗିବେ । ତେବେ ଇଦରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ବକ୍ସ ଅଫିସରେ କେତେ ମାତ୍ରାରେ ଜଲୱା ଦେଖାଉଛି ତାହା କେବଳ ଆଗକୁ ଦେଖିବା ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe