ପୁଣି ଚର୍ଚ୍ଚାରେ ସଲମାନ୍ ଓ କ୍ୟାଟ୍ରିନା । କାରଣ ଦୀର୍ଘ ଦିନ ପରେ ଏକାଠି ହେବାକୁ ଯାଉଛନ୍ତି ଏହି ଯୋଡି । ତେବେ ରିୟଲ୍ ଲାଇଫରେ ନୁହେଁ ବରଂ କରନ୍ ଜୋହରଙ୍କ ଲୋକପ୍ରିୟ ଚାଟ୍ ସୋ’ ‘କଫି ୱିଥ୍ କରନ୍’ରେ । ଶୁଣିବାକୁ ମିଳିଛି କରନ୍ ଏନେଇ ଉଭୟଙ୍କୁ ପ୍ରସ୍ତାବ ଦେଇ ସାରିଛନ୍ତି । ଆଉ ଖୁବ୍ ଶୀଘ୍ର ଉଭୟଙ୍କ ଫ୍ୟାନ୍ ଏମାନଙ୍କୁ ଏକାଠି ଦେଖିବାକୁ ପାଇବେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us