କନକ ବ୍ୟୁରୋ : ବଲିଉଡ୍ ବ୍ୟାଣ୍ଡରେ ଝୁମିଲା ଭୁବନେଶ୍ୱର । ବଲିଉଡ୍ ସଂଗୀତକାର ସଲିମ ଓ ସୁଲେମାନଙ୍କ କଣ୍ଠରେ ନାଚିଲେ ଜନତା ମୈଦାନର ଜନତା । ବ୍ୟାଣ୍ଡ ସହ ଅନେକ ସୁପରହିଟ ଗୀତକୁ ଦର୍ଶକ ମନଭରି ଉପଭୋଗ କରିଛନ୍ତି । ପାଖାପାଖି ୧୦ ହଜାର ଦର୍ଶକ ସୁପରଷ୍ଟାର ଦୁଇ ଭାଇଙ୍କ ପୁରୁଣା ଓ ନୂଆ ଗୀତରେ ମତୁଆଲା ହୋଇଛନ୍ତି । ଇମ୍ପେରିଆଲ ବ୍ଲୁ ପକ୍ଷରୁ ଆୟୋଜିକ ସଂଗୀତ ସଂନ୍ଧ୍ୟାରେ ବଲିଉଡର ମଧ୍ୟ ବହୁ ପ୍ଲେ ବ୍ୟାକ୍ ସିଙ୍ଗର ଦର୍ଶକଙ୍କୁ ମତୁଆଲା କରିଛନ୍ତି ।
ବଲିଉଡ୍ ବ୍ୟାଣ୍ଡରେ ଝୁମିଲା ଭୁବନେଶ୍ୱର : ବଲିଉଡ୍ ସଂଗୀତକାର ସଲିମ ଓ ସୁଲେମାନଙ୍କ କଣ୍ଠରେ ନାଚିଲେ ଜନତା
/kanak/media/post_attachments/wp-content/uploads/2017/02/vlcsnap-2017-02-05-12h12m26s178.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)