କନକ ବ୍ୟୁରୋ : ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ସର୍ବବୃହତ ରିଟେଲ ଚେନ ପାତ୍ର ଇଲେକ୍ଟ୍ରୋନିକସରେ ସେଲସ ବୁକିଂ ଆରମ୍ଭ ହୋଇଛି । ଆଜି ହିଁ ୧,୦୦୦ ଟଙ୍କା ଦେଇ ବୁକିଂ କରନ୍ତୁ ଏବଂ ଜାନୁଆରୀ ୨୬ ତାରିଖ ଦିନ ୩୦ ହଜାର ଟଙ୍କାରୁ ଉର୍ଧ୍ଵ ଯେକୌଣସି ଜିନିଷ କିଣିଲେ ଆପଣ ପାଇବେ ୫,୯୯୦ ଟଙ୍କା ମୂଲ୍ୟର ଏକ ବିନ ବ୍ୟାଗ । ଏହି ଅଫର ପାତ୍ର ଇଲେକ୍ଟ୍ରୋନିକସର ସମସ୍ତ ଷ୍ଟୋରରେ ଉପଲବ୍ଧ ହେବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ବୁକିଂ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନାଯୋଗ୍ୟ ଯେ, ଆସନ୍ତା ଜାନୁଆରୀ ୨୬ ପାଇଁ ପାତ୍ର ଇଲେକ୍ଟ୍ରୋନିକ୍ସ ତରଫରୁ ବହୁ ଆକର୍ଷଣୀୟ ଅଫର ମଧ୍ୟ ରଖାଯାଇଛି । ଯେମିତିକି ୫୫ ଇଞ୍ଚ ଏଲଇଡି ଟିଭି ସହ ୩୨ ଇଞ୍ଚ ଟିଭି ମାଗଣାରେ । ୱାସିଂ ମେସିନ କିଣିଲେ ଗ୍ରାଇଣ୍ଡର ମାଗଣାରେ । ୩୪,୯୯୦ ଟଙ୍କାରେ ଟିଭି, ଫ୍ରିଜ, ୱାସିଂ ମେସିନ ସହିତ ଗ୍ରାଇଣ୍ଡର ଓ ଆଇରନର କମ୍ବୋ ଅଫର । ସାଇଡ ବାଏ ସାଇଡ ଫ୍ରିଜ କିଣିଲେ ୧୦ କେଜି ଟପ୍ ଲୋଡ଼ ୱାସିଂ ମେସିନ ମାଗଣାରେ ମିଳୁଥିବା ବେଳେ ଏଆର କଣ୍ଡିସନର ନେଲେ ମିନି ବାର ଫ୍ରିଜ ମାଗଣାରେ ମିଳୁଛି । ଆପଣ ୮୦୯୩୦୨୬୬୭୬ ନମ୍ବରରେ ମିସଡ଼ କଲ କରି ଲକି ଡ୍ର ରେ ଭାଗନେଇ ପୁରସ୍କାର ମଧ୍ୟ ଜିତିପାରିବେ ।
ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେଉଛି ପ୍ରାତ୍ର ଇଲେକ୍ଟ୍ରୋନିକ୍ସର ସେଲସ୍ ବୁକିଂ । ୧ ହଜାର ଟଙ୍କା ଦେଇ ବୁକିଂ କରନ୍ତୁ ୩୦ ହଜାର ଟଙ୍କାର ଜିନିଷ କିଣନ୍ତୁ
/kanak/media/post_attachments/wp-content/uploads/2024/01/ALL-PRODUCT_1920x1080-1.jpg)