ଭୀମଭୋଇଙ୍କ ବାୟୋପିକ୍

ଭୀମଭୋଇଙ୍କ ବାୟୋପିକ୍

ସନ୍ଥକବି ଭୀମଭୋଇଙ୍କ ଜୀବନି ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ନିର୍ଦେଶନା ଦେଇଛନ୍ତି ସନ୍ତୋଷ ପୃଷ୍ଟି  । ତେବେ ଫିଲ୍ମର ଅନେକ ଗୁଡିଏ ସିନ୍ ସୋନପୁରର କାଲିଥପାଲଠାରେ ସୁଟିଂ କରାଯାଇଥିବା ବେଳେ କିଛି ସିନ୍ ସମ୍ବଲପୁରସ୍ଥିତ ରେଢାଖୋଲଠାରେ ହୋଇଛି । ଫିଲ୍ମର କାହାଣୀ ଓ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଐତିହାସିକ ସଦାନନ୍ଦ ଅଗ୍ରୱାଲ । ଫିଲ୍ମରେ ଭୀମଭୋଇଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe