ସନ୍ଥକବି ଭୀମଭୋଇଙ୍କ ଜୀବନି ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ନିର୍ଦେଶନା ଦେଇଛନ୍ତି ସନ୍ତୋଷ ପୃଷ୍ଟି । ତେବେ ଫିଲ୍ମର ଅନେକ ଗୁଡିଏ ସିନ୍ ସୋନପୁରର କାଲିଥପାଲଠାରେ ସୁଟିଂ କରାଯାଇଥିବା ବେଳେ କିଛି ସିନ୍ ସମ୍ବଲପୁରସ୍ଥିତ ରେଢାଖୋଲଠାରେ ହୋଇଛି । ଫିଲ୍ମର କାହାଣୀ ଓ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଐତିହାସିକ ସଦାନନ୍ଦ ଅଗ୍ରୱାଲ । ଫିଲ୍ମରେ ଭୀମଭୋଇଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଦିଆଯାଇଛି ।
ଭୀମଭୋଇଙ୍କ ବାୟୋପିକ୍
/kanak/media/post_attachments/wp-content/uploads/2016/05/16oriDOCUDRAMA1_192401.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)