କଟକ ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଦେଶ ପାଳୁଛି ୫୭ ତମ ବୀର ଯବାନଙ୍କ ସହିଦ ଦିବସ । ଦେଶର ବିଭିନ୍ନ ସ୍ଥାନରେ ସହିଦଙ୍କ ସ୍ମୃତିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି । କଟକରେ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଂଜଳି ଜଣାଇ କମିସନରେଟ ପୁଲିସ ପକ୍ଷରୁ ପୁଲିସ ମୁଖ୍ୟାଳୟ ପଡିଆରେ ପରେଡ କରାଯାଇଛି । ପୁଲିସ ମହାନିର୍ଦେଶକ କେ.ବି.ସିଂହ ଉପସ୍ଥିତ ହୋଇ ସହିଦଙ୍କୁ ସଲାମ ଜଣାଇଛନ୍ତି ।
ଦେଶ ପାଳୁଛି ୫୭ ତମ ସହିଦ ଦିବସ : ସହିଦଙ୍କ ସ୍ମୃତିରେ ଦେଶରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଂଜଳି
/kanak/media/post_attachments/wp-content/uploads/2016/10/vlcsnap-2016-10-21-10h06m26s488.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)