ଶାହାରୁଖଙ୍କ ‘ହାପି ନ୍ୟୁ ଇୟର’ : ପ୍ରଥମ ଦିନରେ ସବୁଠୁ ଅଧିକ ବ୍ୟବସାୟ କରିଥିବା ବଲିଉଡ ଫିଲ୍ମ

ଶାହାରୁଖଙ୍କ ‘ହାପି ନ୍ୟୁ ଇୟର’ : ପ୍ରଥମ ଦିନରେ ସବୁଠୁ ଅଧିକ ବ୍ୟବସାୟ କରିଥିବା ବଲିଉଡ ଫିଲ୍ମ

source- google

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ୨୦୧୪ରେ ରିଲିଜ ହୋଇଥିଲା ଫିଲ୍ମ ‘ହାପି ନ୍ୟୁ ଇୟର’ । ଏହି ଫିଲ୍ମଟି ଆଜିସୁଦ୍ଧା ପ୍ରଥମ ଦିନରେ ଅଧିକ ଆୟ କରିଥିବା ଫିଲ୍ମ ଭାବେ ରହିଛି । ଏହାକୁ ନିର୍ଦେଶନା ଦେଇଥିଲେ ଫରହା ଖାନ ।

ଏହି ଫିଲ୍ମଟି ତାର ଓପନିଂ ଡେ’ରେ କମାଇଥିଲା ୪୪.୯୭ କୋଟି ଟଙ୍କା । ଫିଲ୍ମଟି ଶାହାରୁଖଙ୍କ ଦ୍ୱିତୀୟ ସର୍ବାଧିକ ଆୟକାରୀ ଫିଲ୍ମ ଭାବେ ରହିଛି । ‘ ଚେନ୍ନଇ ଏକ୍ସପ୍ରେସ ’ରହିଛି ପ୍ରଥମରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe