ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ୨୦୧୪ରେ ରିଲିଜ ହୋଇଥିଲା ଫିଲ୍ମ ‘ହାପି ନ୍ୟୁ ଇୟର’ । ଏହି ଫିଲ୍ମଟି ଆଜିସୁଦ୍ଧା ପ୍ରଥମ ଦିନରେ ଅଧିକ ଆୟ କରିଥିବା ଫିଲ୍ମ ଭାବେ ରହିଛି । ଏହାକୁ ନିର୍ଦେଶନା ଦେଇଥିଲେ ଫରହା ଖାନ ।
ଏହି ଫିଲ୍ମଟି ତାର ଓପନିଂ ଡେ’ରେ କମାଇଥିଲା ୪୪.୯୭ କୋଟି ଟଙ୍କା । ଫିଲ୍ମଟି ଶାହାରୁଖଙ୍କ ଦ୍ୱିତୀୟ ସର୍ବାଧିକ ଆୟକାରୀ ଫିଲ୍ମ ଭାବେ ରହିଛି । ‘ ଚେନ୍ନଇ ଏକ୍ସପ୍ରେସ ’ରହିଛି ପ୍ରଥମରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/22.jpg)