କନକ ବ୍ୟୁରୋ: ପ୍ରକାଶ ପାଇଛି ଟାଇମ୍ସ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା । ବିଭିନ୍ନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିବା ବିଶ୍ୱର ୧୦୦ ଜଣ ବ୍ୟକ୍ତିତ୍ୱଙ୍କୁ ଏହି ତାଲିକାରେ ସ୍ଥାନ ମିଳିିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ ଓ ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜମୌଲୀ ଓ ଔପନ୍ୟାସିକ ସଲମାନ୍ ରୁସଦି ।
୨୦୨୩ର ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, କିଙ୍ଗ ଚାର୍ଲସ୍, ସିରିଆର ସାମାଜିକ କର୍ମୀ ସାରା ମାର୍ଦିନି, ଟ୍ୱିଟର ମାଲିକ ଏଲନ ମସ୍କ, ଫୁଟବଲ ତାରକା ମେସି ଆଦି ସ୍ଥାନ ପାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/Rajamouli_Shahrukhkhan_SalmanRushdie_Time_magazine.jpg)