ମ୍ୟୁଜିକାଲ୍ ଟ୍ରାକରେ ସଚିନ୍ ! ବ୍ୟାଟିଂ ପରେ ଗୀତରେ ଜଲୱା ଦେଖାଇଲେ ମାଷ୍ଟର୍ ବ୍ଲାଷ୍ଟର୍

ମ୍ୟୁଜିକାଲ୍ ଟ୍ରାକରେ ସଚିନ୍ ! ବ୍ୟାଟିଂ ପରେ ଗୀତରେ ଜଲୱା ଦେଖାଇଲେ ମାଷ୍ଟର୍ ବ୍ଲାଷ୍ଟର୍

Photo Courtesy : http://data1.ibtimes.co.in

ମାଷ୍ଟର୍ ବ୍ଲାଷ୍ଟର୍ ସଚ୍ଚିନ୍ ତେନ୍ଦୁଲକରଙ୍କ ନୂଆ ଇନିଙ୍ଗସ । କ୍ରିକେଟ୍ କିମ୍ବଦନ୍ତୀଙ୍କ କଣ୍ଠରେ ସୁମଧୁର ଗୀତ । ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ସହ ସଚିନଙ୍କ କଣ୍ଠରେ ଶୁଣିବାକୁ ମିଳିଛି ଗୀତ ‘କ୍ରିକେଟ୍ ୱାଲି ବିଟ୍’ । ମଇଦାନରେ ଧୂଆଁଦାର ବ୍ୟାଟିଂ ପରେ ଏବେ ଗୀତରେ ନିଜର ଜଲୱା ଦେଖାଇଛନ୍ତି ସଚିନ୍ । ତେବେ ସପୂର୍ଣ୍ଣ ଗୀତଟି ରିଲିଜ୍ ହୋଇନି । ସଂଗୀତ ଭିତିକ ରିୟଲିଟି ସୋ ଇଣ୍ଡିଆନ୍ ଆଇଡଲ୍ -୯ ର ଗ୍ରାଣ୍ଡ ଫିନାଲେ ଅବସରରେ ଏହି ଗୀତର ଅଳ୍ପ କିଛି ଅଂଶ ରିଲିଜ୍ କରାଯାଇଛି ।

ସଚିନଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe