ସାଉଥ ଫିଲ୍ମରେ ସବ୍ୟସଚୀ

ସାଉଥ ଫିଲ୍ମରେ ସବ୍ୟସଚୀ

ଓଲିଉଡର ପାଗଳପେମୀ ସବ୍ୟସଚୀ ଦ୍ୱିତୀୟଥର ପାଇଁ ତେଲୁଗୁ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହାପୁର୍ବରୁ ଫିଲ୍ମ ନୀରଜନମ୍ ଲିଡ୍ ରୋଲରେ ନଜର ଆସିଥିଲେ ସବ୍ୟ  । ଏଥିରେ ତାଙ୍କ ଅପୋଜିଟରେ ଥିଲେ କରୁଣ୍ୟା ଚୌଧୁରୀ । ତେବେ ଏହାପରେ  ସବ୍ୟସଚୀ ଆଉ ଏକ ତେଲୁଗୁ ଫିଲ୍ମ ହାତେଇଛନ୍ତି । ନିକଟରେ ହାଇଦ୍ରାବାଦସ୍ଥିତ ଫିଲ୍ମନଗରର ସାଇ ମନ୍ଦିରଠାରେ ଏହି ଫିଲ୍ମର ଶୁଭ ମୁହୁରତ୍ ଆୟୋଜିତ ହୋଇଛି । ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି ଜୀ. ଋାମ୍ ପ୍ରସାଦ ଓ ପ୍ରଯୋଜନାରେ ଅଛନ୍ତି ବେକାମ୍ ବେଣୁଗୋପାଳ ଓ ଇ. ଶେଷେଗିରି  । ତେବେ ଫିଲ୍ମର ଟାଇଟଲ ଏଯାଏ ଜଣା ପଡିନାହିଁ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe