ରିଲିଜ ହେଲା ଓଡିଆ ଷ୍ଟାର ସବ୍ୟସାଚୀ ମିଶ୍ରଙ୍କ ପ୍ରଥମ ତେଲୁଗୁ ଫିଲ୍ମ ନୀରଜାନାମର ପୋଷ୍ଟର । ଓଲିଉଡ ପରେ ଟଲିଉଡରେ ନିଜର ଯାଦୁକରୀ ଅଭିନୟର କମାଲ ଦେଖେଇବେ ଏହି ଓଲିଉଡ ଲଭର ବଏ । ମହାଲକ୍ଷ୍ମୀ ମୁଭିଜ୍ ବ୍ୟାନରେ ନିର୍ମିତ ହେଉଛି ଏହି ଫିଲ୍ମ ନୀରଜାନାମ।
ଫିଲ୍ମରେ ସବ୍ୟସାଚୀଙ୍କ ଅପୋଜିଟରେ ଅଛନ୍ତି ଅଭିନେତ୍ରୀ କରୁଣ୍ୟା ଚଉଦ୍ୱାରୀ। ଗତ ବର୍ଷ ଜୁଲାଇ ମାସରେ ଏହାର ମହୁରତ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/IMG-20160823-WA0005.jpg)
/kanak/media/post_attachments/wp-content/uploads/2016/08/4-186x300.png)