‘ ବାହୁବଳୀ : ଦ କନକ୍ଲୁଜନ’ର ଟ୍ରେଲରକୁ ୨୪ ଘଣ୍ଟାରେ ୫ କୋଟି ଥର ଦେଖାଗଲାଣି । ଏହି ଫିଲ୍ମର ସେହି ଚର୍ଚ୍ଚିତ ଖତରନାକ ଖଣ୍ଡା । ଯାହା ନେଇଥିଲା ବାହୁବଳୀର ଜୀବନ । ନିର୍ଦେଶକ ଏସ୍. ଏସ୍ ରାଜାମୈାଳି ନିର୍ମାତା ନିର୍ଦେଶକ କରଣ ଜୋହରଙ୍କୁ କଟପ୍ପାଙ୍କ ଖଣ୍ଡା ଉପହାର ଦେଇଛନ୍ତି । ଆଉ ଏଥିନେଇ କରଣ କହିଛନ୍ତି –“ ମୋତେ ଜଣା ଯେ ମୋ ପିଲା (ୟଶ୍ ଓ ରୁହି) ଏହାର ଉତ୍ତରାଧିକାରୀ ହେବେ । ଏହା ବହୁତ ମୂଲ୍ୟବାନ ଜିନିଷ ।
ଖତରନାକ ଖଣ୍ଡା! ମହାବଳୀର ନେଇଥିଲା ଜୀବନ : ଏବେ କେଉଁଠି ଅଛି ବାହୁବଳୀକୁ ମାରିଥିବା ଅସ୍ତ୍ର ?
/kanak/media/post_attachments/wp-content/uploads/2017/03/sword.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)