କନକ ବ୍ୟୁରୋ: ଗୁଜରାଟର ଗାନ୍ଧୀନଗର ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ ୪ବର୍ଷ ମଧ୍ୟରେ ଦେଶରେ ଘଟିଥିବା ବିିଭିନ୍ନ ପରିବର୍ତନରେ ଏକ ଅଂଶ ହେବାର ସୁଯୋଗ ପାଇଥିବା ସେ ପ୍ରାର୍ଥୀପତ୍ର ଦାଖଲ ପରେ କହିଛନ୍ତି । ଆଗକୁ ବି ସେ ଦେଶ ପ୍ରଗତି ଦିଗରେ କାଯ୍ୟ କରିବେ ବୋଲି କହିଛନ୍ତି । ଗୁଜୁରାଟରେ ତିନୋଟି ରାଜ୍ୟସଭା ଆସନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ନିର୍ବାଚନ ହେବ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଲାଣି ।
ବଦଳିବ କି ବୈଦେଶିକମନ୍ତ୍ରୀ ଏସ.ଜୟଶଙ୍କରଙ୍କ ଦାୟିତ୍ୱ: ପୁଣି ରାଜ୍ୟସଭା ନିର୍ବାଚନ ପାଇଁ କଲେ ନାମାଙ୍କନ ଦାଖଲ
/kanak/media/post_attachments/wp-content/uploads/2023/07/39-1.jpg)