କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ । ଭୁବନେଶ୍ୱର ଆରଡବ୍ଲ୍ୟୁଏସଏସର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ ଜାରି ରହିଛି । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଚଢାଉ ଚାଲିଛି । ଭୁବନେଶ୍ୱର, ସମ୍ବଲପୁର, ବରଗଡ, ଖୋର୍ଦ୍ଧାରେ ଚଢାଉ କରାଯାଉଛି । ସେହିପରି ଆରଡବ୍ଲ୍ୟୁଏସଏସର କାର୍ଯ୍ୟାଳୟ ସମେତ ବାସଭବନରେ ରେଡ୍ ହୋଇଛି । ଏହି ଚଢାଉରେ ୫ଜଣ ଡିଏସପି, ୧୨ଜଣ ଇନ୍ସପେକ୍ଟର ସାମିଲ୍ ଅଛନ୍ତି ।
ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢାଉ
/kanak/media/post_attachments/wp-content/uploads/2022/10/vigilance-raid-in-bhubaneswar.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)