ଯୁଦ୍ଧର ଦ୍ୱିତୀୟ ଦିନ : ଆଜି କିଭକୁ ଦଖଲ କରିପାରେ ଋଷ ବୋଲି ବିଭିନ୍ନ ସୂତ୍ରରୁ ସୂଚନା

Advertisment
ଯୁଦ୍ଧର ଦ୍ୱିତୀୟ ଦିନ : ଆଜି କିଭକୁ ଦଖଲ କରିପାରେ ଋଷ ବୋଲି ବିଭିନ୍ନ ସୂତ୍ରରୁ ସୂଚନା

କନକ ବ୍ୟୁରୋ : ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଗୋଟେ ଦିନ ବିତିଯାଇଥିବା ବେଳେ ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିଭରେ ଶୁଣିବାକୁ ମିଳିଛି ବିସ୍ଫାରଣର ଭୟଙ୍କର ଶଦ୍ଦ । ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ କିଭର ମଧ୍ୟଭାଗରେ ୨ଟି ବିସ୍ଫାରଣ ଓ ପୂର୍ବଭାଗରେ ଗୋଟିଏ ବିସ୍ଫୋରଣ ନେଇ ସୂଚନା ରହିଛି । ୟୁକ୍ରେନର ପୂର୍ବ ଗୃହ ମନ୍ତ୍ରୀ ଆନ୍ତୋନ୍ ହାରାସେ ଚେନଙ୍କୋ ଏହି ବିସ୍ଫୋରଣ ଶୁଣିଥିବା ଦାବି କରିଛନ୍ତି । କ୍ରୁଜ ଓ ବାଲେଷ୍ଟ୍ରିକ୍ ମିସାଇଲର ବ୍ୟବହାର କରାଯାଇଛି । ଏନେଇ ୟୁକ୍ରେନ ସେନା ବିଭାଗ ପକ୍ଷରୁ କୌଣସି ବିଧିବଦ୍ଧ ଭାବେ ସୂଚନା ମିଳିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe